ମନୋରଞ୍ଜନ

ଓଟିଟିରେ ରିଲିଜ ହୋଇଛି ନୂତନ ୱେବ୍ ସିରିଜ୍ ‘Poacher’

ଓଟିଟିରେ ରିଲିଜ ହୋଇଛି ନୂତନ ୱେବ୍ ସିରିଜ୍ ‘Poacher’। ଏମି ପୁରସ୍କାର ବିଜେତା ବିଶିଷ୍ଟ ଫିଲ୍ମ ନିର୍ମାତା ରିଚି ମେହତାଙ୍କ ନିର୍ଦ୍ଦେଶିତ ‘Poacher’ ହେଉଛି ଏକ କ୍ରାଇମ୍ ୱେବ୍ ସିରିଜ ।

ହାତୀ ଦାନ୍ତ ଚୋରା ଚାଲାଣ ସହ ଜଡ଼ିତ ସତ୍ୟ ଘଟଣା ଉପରେ ଆଧାରିତ ଏହି ୱେବ୍ ସିରିଜ୍ । ତେବେ ‘Poacher’ର ଟ୍ରେଲର ଦେଖିଲା ପରେ ଦର୍ଶକଙ୍କ ମନରେ ୱେବ୍ ସିରିଜକୁ ନେଇ ଉତ୍ସୁକତା ଦେଖିବାକୁ ମିଳିଛି ।ଏହି ୱେବ୍ ସିରିଜରେ ମୋଟ୍ ୮ଟି ଏପିସୋଡ୍ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com