ଜାତୀୟ

ଜୋମାଟୋର ସେୟାର ଲଗାତରା ବଢିବାରେ ଲାଗିଛି

ଜୋମାଟୋର ସେୟାର ଲଗାତରା ବଢିବାରେ ଲାଗିଛି । ଏହି ଷ୍ଟକରେ ନିବେଶ କରୁଥିବା ନିବେଶକଙ୍କୁ ଗତ ଗୋଟିଏ ବର୍ଷରେ ବମ୍ପର ରିଟର୍ଣ୍ଣ ମିଳିଛି । ଏହି ଷ୍ଟକ ଗତ ଏକ ବର୍ଷରେ ୨୦୦ ପ୍ରତିଶତ ବଢିଯାଇଛି ।

ଏହି ସମୟରେ ବିଏସଇ ସେଂସେକ୍ସ ୧୭ ପ୍ରତିଶତର ରିଟର୍ଣ୍ଣ ଦେଇଛି । ଆଜି ମଧ୍ୟ ସେୟାରର ୨ ପ୍ରତିଶତରୁ ଅଧିକ ବଢି ୧୫୬.୧୦ ଟଙ୍କାରେ ଟ୍ରେଣ୍ଡ କରୁଛି । ବର୍ତ୍ତମାନ ଗ୍ଲୋବାଲ ବ୍ରୋକରେଜ ଫର୍ମ ସିଏଲଏସଏ ନିଜର ଟାର୍ଗେଟ ମୂଲ୍ୟକୁ ବଢାଇ ୨୨୭ କରିଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com