ରାଜନୀତି

କଂଗ୍ରେସ ଓ ଯୁବ କଂଗ୍ରେସର ୪ ଆକାଉଣ୍ଟ ଫ୍ରିଜ

କଂଗ୍ରେସ ଓ ଯୁବ କଂଗ୍ରେସର ୪ ଆକାଉଣ୍ଟ ଫ୍ରିଜ। ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ। ଦୁଇ ଦିନ ତଳେ ଜଣାପଡିଥିଲା ଯେ, କଂଗ୍ରେସ ଓ ଯୁବ କଂଗ୍ରେସ ଯେଉଁ ଚେକ ଦେଉଛି ତାହା ଭଙ୍ଗା ହୋଇପାରୁନି।

ଏହାପରେ ଦଳ ଖୋଳତାଡ଼ କରିଥିଲା । ପରେ ଜଣାପଡିଥିଲା ସବୁ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି। ୨୦୧୮-୧୯ରେ କଂଗ୍ରେସ ବିଳମ୍ବରେ ଇନକମ ଟ୍ଯାକ୍ସ ରିଟର୍ଣ୍ଣ କରିଥିଲା। ଏହାସହ ୧୪ ଲକ୍ଷ ଟଙ୍କା କ୍ଯାସରେ ଚାନ୍ଦା ଦେବା ନେଇ ଆଇଟି ୫ ବର୍ଷ ପରେ ଏପରି ପଦକ୍ଷେପ ନେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com