![](https://i0.wp.com/odia.mobilenews24x7.com/wp-content/uploads/2024/02/download-30.jpg?resize=258%2C195&ssl=1)
ବ୍ୟାଡମିଣ୍ଟନ ଇତିହାସରେ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛନ୍ତି ଦେଶର ନାରୀଶକ୍ତି । ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ ।
ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚିବାରେ ଭାରତର ପ୍ରଥମ ଦଳ ପାଲଟିଛନ୍ତି ମହିଳା ବ୍ୟାଡମିଣ୍ଟନ ଟିମ୍ । ଏହାପୂର୍ବରୁ କୌଣସି ପୁରୁଷ କିମ୍ବା ମହିଳା ଦଳ ଏଭଳି କରିବାରେ ସକ୍ଷମ ହୋଇନାହାନ୍ତି । ସେମି ଫାଇନାଲରେ ଜାପାନକୁ ମାତ୍ ଦେଇ ଫାଇନାଲରେ ସ୍ଥାନ ପକ୍କା କରିଛି ।