ଅନ୍ତର୍ଜାତୀୟ

ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନଭଲନିଙ୍କ କାରାଗାରରେ ମୃତ୍ୟୁ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି

ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନଭଲନିଙ୍କ କାରାଗାରରେ ମୃତ୍ୟୁ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ବର୍ତ୍ତମାନ ତାଙ୍କ ପତ୍ନୀ ୟୁଲିଆ ନଭଲନୟା କହିଛନ୍ତି ଯେ ଯଦି ନଭଲନିଙ୍କ ମୃତ୍ୟୁ ଖବର ସତ ତେବେ ପୁଟିନ ଏବଂ ତାଙ୍କ ସହଯୋଗୀମାନେ ନିଶ୍ଚିତ ଦଣ୍ଡ ପାଇବେ। ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ପ୍ରାୟ ଅଶ୍ରୁଳ ଭାଷଣ ଦେଇ ନଭଲନିଙ୍କ ପତ୍ନୀ ଏଭଳି କିଛି ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com