ଜାତୀୟ

ଭାରତୀୟ ସୈନିକମାନଙ୍କର ପ୍ରଥମ ବ୍ୟାଚ୍ ମାଲଦ୍ୱୀପ ଛାଡିଛନ୍ତି

ଭାରତୀୟ ସୈନିକମାନଙ୍କର ପ୍ରଥମ ବ୍ୟାଚ୍ ମାଲଦ୍ୱୀପ ଛାଡିଛନ୍ତି । ମାଲଦ୍ୱୀପ ଗଣମାଧ୍ୟମ ଏହି ସୂଚନା ଦେଇଛି । ଜଣେ ମାଲଦ୍ୱୀପ ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ ୧୦ ପୂର୍ବରୁ ଭାରତୀୟ ସୈନିକ ଦେଶ ଛାଡିଥିଲେ।

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ମାଲଦ୍ୱୀପର ଅନ୍ୟ ସ୍ଥାନରେ ପୋଷ୍ଟ ହୋଇଥିବା ଅବଶିଷ୍ଟ ଭାରତୀୟ ସୈନିକମାନେ ମଧ୍ୟ ମେ’ ୧୦ ସୁଦ୍ଧା ଦେଶ ଛାଡ଼ିବେ ।

Related Articles

Back to top button