ଅନ୍ତର୍ଜାତୀୟ

ପାପୁଆ ନ୍ୟୁ ଗିନିରେ ଦୁଇ ଆଦିବାସୀ ପ୍ରତିପକ୍ଷଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି

ପାପୁଆ ନ୍ୟୁ ଗିନିରେ ଦୁଇ ଆଦିବାସୀ ପ୍ରତିପକ୍ଷଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରାଯାଉଛି ।

ପୋଲିସ ୬୪ମୃତ ଦେହ ଜବତ କରିଥିବା ସୂଚନା ଦେଇଛି । ସହକାରୀ ପୋଲିସ କମିଶନର ସାମସନ୍ କୁଆ କହିଛନ୍ତି ଯେ ପୋର୍ଟ ମୋରେସବି ଠାରୁ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ୱାବାଗ୍ ସହର ନିକଟରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରୁ ପୋଲିସକୁ କିଛି ଗ୍ରଫିକ୍ ଭିଡ଼ିଓ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com