ମନୋରଞ୍ଜନ

ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି

ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏନେଇ ସୂଚନା ଦେଇଛନ୍ତି।

ବରୁଣ ସ୍ତ୍ରୀ ନତାଶା ଦଲାଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବେବି ବମ୍ପକୁ ଚମ୍ବନ ଦେଉଥିବାର ଦେଖାଯାଇଛି। ବରୁଣ ଏବଂ ନତାଶା ୨୦୨୧ରେ ବିବାହ କରିଥିଲେ।

Related Articles

Back to top button