କ୍ରୀଡ଼ା

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରି ଦମଦାର ପ୍ରଦର୍ଶନ କରିଛନ୍ତି ସରଫରାଜ ଖାନ୍

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରି ଦମଦାର ପ୍ରଦର୍ଶନ କରିଛନ୍ତି ସରଫରାଜ ଖାନ୍ । ଡେବ୍ୟୁ ଟେଷ୍ଟର ଦୁଇଟି ଇନିଂସରେ ଅର୍ଦ୍ଧଶତକ ହାସଲ କରି ନିଜର ଟାଲେଣ୍ଟକୁ ପ୍ରମାଣ କରିବାରେ ସେ ସଫଳ ହୋଇଛନ୍ତି ।

ଏହାସହିତ ଦଳରେ ସ୍ଥାନ ପକ୍କା କରିବା ପାଇଁ ମୂଳଦୁଆ ପକାଇଛନ୍ତି ସରଫରାଜ । ତେବେ ତାଙ୍କର ଏଭଳି ପ୍ରଦର୍ଶନ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏବେଠୁ ଶ୍ରେୟସଙ୍କ ସ୍ଥାନରେ ସରଫରାଜ ଟେଷ୍ଟ ଦଳର ପ୍ରଥମ ପସନ୍ଦ ହେବେ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com