ମନୋରଞ୍ଜନ

ବଲିଉଡର ଜ‌ଣେ ଆଡଲ୍ଟ ଷ୍ଟାର ଜୀବନ ହାରି ଦେଇଥିବା ଜଣାପଡ଼ିଛି। ଜୀବନ ହାରିଥିବା ଷ୍ଟାରଙ୍କ ନାମ କାଗ୍ନି ଲିନ କାର୍ଟର ଓ ବୟସ ୩୬ବର୍ଷ ବୋଲି ଜଣାପଡ଼ିଛି

ବଲିଉଡର ଜ‌ଣେ ଆଡଲ୍ଟ ଷ୍ଟାର ଜୀବନ ହାରି ଦେଇଥିବା ଜଣାପଡ଼ିଛି। ଜୀବନ ହାରିଥିବା ଷ୍ଟାରଙ୍କ ନାମ କାଗ୍ନି ଲିନ କାର୍ଟର ଓ ବୟସ ୩୬ବର୍ଷ ବୋଲି ଜଣାପଡ଼ିଛି। ଷ୍ଟାରଙ୍କ ମୃତ୍ୟୁ ଖବରକୁ ତାଙ୍କ ଘନିଷ୍ଠ ସାଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ଦେଇଥିଲେ।

କାଗ୍ନି ତାଙ୍କ କ୍ୟାରିୟରରେ ଖୁବ ସଫଳତା ହାସଲ କରିଛନ୍ତି। ତଥାପି କୌଣସି କାରଣକୁ ନେଇ ମାନସିକ ଚାପ ଦେଇ ଗତି କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com