ରାଜନୀତି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନ ରାଜ୍ୟସଭା ନିର୍ବାଚନ୨୦୨୪ରେ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ରାଜସ୍ଥାନ ବିଧାନସଭାର ପ୍ରମୁଖ ସଚିବ ତଥା ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ମହାବୀର ପ୍ରସାଦ ଶର୍ମା କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧୀ ଏବଂ ଦୁଇ ଜଣ ବିଜେପି ପ୍ରାର୍ଥୀ ଚୁନ୍ନି ଲାଲ ଗରାସିଆ ଏବଂ ମଦନ ରାଠୋରଙ୍କୁ ନିର୍ବାଚିତ କରିଛନ୍ତି।

Related Articles

Back to top button