ଜାତୀୟ
ନିକଟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଚାରିଟି ଅନଲାଇନ ପୋର୍ଟାଲ ଲଞ୍ଚ୍ କରାଯିବ

ନିକଟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଚାରିଟି ଅନଲାଇନ ପୋର୍ଟାଲ ଲଞ୍ଚ୍ କରାଯିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ଇଣ୍ଡିଆକୁ ଧ୍ୟାନରେ ରଖି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଉ ଏକ ପଦକ୍ଷେପ ନେଉଛନ୍ତି।
ଏହାଦ୍ବାରା ଲୋକଙ୍କୁ ବି ସରକାରଙ୍କ ପଲିସି କ’ଣ କ’ଣ ରହିଛି ସେବିଷୟରେ ସ୍ପଷ୍ଟ ଭାବେ ସୂଚନା ମିଳିପାରିବ। ଏହି ପୋର୍ଟାଲରେ ୟୁଟ୍ୟୁବ ଭଳି ଭିଡିଓ ଅପଲୋଡ କରାଯିବ। ଯାହାକୁ କୌଣସି ବି ବ୍ୟବହାରକାରୀ ସିଧାସଳଖ ଯାଇ ଦେଖି ପାରିବେ।