ବିଜ୍ଞାନ ଓ ପ୍ରଯୁକ୍ତି

ଏଣିକି ବନ୍ଦ ଘରେ ଚୋର ପଶିଲେ ମୋବାଇଲ୍‌‌ ଫୋନ୍‌‌ର ଆଲାର୍ମ ବାଜି ଉଠିବ।

ଏଣିକି ବନ୍ଦ ଘରେ ଚୋର ପଶିଲେ ମୋବାଇଲ୍‌‌ ଫୋନ୍‌‌ର ଆଲାର୍ମ ବାଜି ଉଠିବ। ସନ୍ଦିଗ୍ଧ ଘରେ ପଶିବା କ୍ଷଣି ଆପ୍ଲିକେସନ୍‌‌ ଅପଲୋଡ୍‌‌ ହୋଇଥିବା ମୋବାଇଲ ଫୋନ୍‌‌ ଥରି ଉଠିବ। ଫଳରେ ଘର ମାଲିକ ସତର୍କ ହେବା ସହ ଆଗୁଆ ସଜାଗ୍‌‌ ହେବେ।

ଏଥିପାଇଁ ନୂଆ ଆପ୍ଲିକେସନ ଡିଭାଇସ୍‌‌ ଲଗାଇବା ପରିକଳ୍ପନା କରିଛି କମିସନରେଟ୍‌‌ ପୁଲିସ। ସହରରେ ଥିବା ଆପାର୍ଟମେଣ୍ଟଗୁଡ଼ିକରୁ ବଢ଼଼ୁଥିବା ଲୁଟ୍‌‌ପାଟ୍‌‌କୁ ରୋକିବାକୁ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

Related Articles

Back to top button