ଜାତୀୟଶିକ୍ଷା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ରୁ ଛାତ୍ରଛାତ୍ରୀମାନେ ଦୁଇ ଥର ଲେଖାଏଁ ବୋର୍ଡ ପରୀକ୍ଷାରେ ବସିପାରିବେ ।

୨୦୨୫ -୨୬ ଶିକ୍ଷାବର୍ଷରୁ ପିଲାମାନଙ୍କୁ ବର୍ଷକୁ ୨ ଥର ଲେଖାଏଁ ବୋର୍ଡ ପରୀକ୍ଷାରେ ବସିବା ପାଇଁ ସୁଯୋଗ ମିଳିପାରିବ । ଛାତ୍ରଛାତ୍ରୀଙ୍କ ମନରେ ପଠପଢା ଚିନ୍ତାକୁ କମ୍ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Related Articles

Back to top button
WP Twitter Auto Publish Powered By : XYZScripts.com