ମନୋରଞ୍ଜନ

ଲୋକପ୍ରିୟ ମହିଳା ପ୍ରବଚକ ଜୟା କିଶୋରୀଙ୍କ ପିଛା କରିବା ଏବଂ ତାଙ୍କୁ ଅଶ୍ଲୀଳ ଟିପ୍ପଣୀ କରିବା ଘଟଣାକୁ ନେଇ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ

ଲୋକପ୍ରିୟ ମହିଳା ପ୍ରବଚକ ଜୟା କିଶୋରୀଙ୍କ ପିଛା କରିବା ଏବଂ ତାଙ୍କୁ ଅଶ୍ଲୀଳ ଟିପ୍ପଣୀ କରିବା ଘଟଣାକୁ ନେଇ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।

ଜୟା କିଶୋରୀ ମହିଳା ହେଲ୍ପ ଲାଇନ ୧୦୯୦ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଲକ୍ଷ୍ନୌ ସ୍ଥିତ ଅଡିଟୋରିୟମରେ ପହଞ୍ଚିଥିଲେ । ପ୍ରବଚନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ହୋଟେଲ ବ୍ୟବସାୟୀ ଦୀପେଶ ଠାକୁରଦାସ ଭବାନୀ ଜୋରଜବରଦସ୍ତି କାର୍ଯ୍ୟକ୍ରମସ୍ଥଳକୁ ଯିବା ସହ ମଞ୍ଚ ଉପରକୁ ଚଢି ଜୟା କିଶୋରୀଙ୍କ ପ୍ରତି ଅଶ୍ଲୀଳ ଟିପ୍ପଣୀ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com