ଜାତୀୟ
ଦୃଢ଼ ହେବାକୁ ଯାଉଛି ଇଣ୍ଡିଆ ମେଣ୍ଟ
![](https://i0.wp.com/odia.mobilenews24x7.com/wp-content/uploads/2024/02/download-2-15.jpg?resize=293%2C172&ssl=1)
ଦୃଢ଼ ହେବାକୁ ଯାଉଛି ଇଣ୍ଡିଆ ମେଣ୍ଟ । ସମାଜବାଦୀ ପାର୍ଟି ପରେ କଂଗ୍ରେସର ସାଥ୍ ଦେବ ଆପ୍ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନା ଲଢ଼ୁଥିବା କଂଗ୍ରେସ ଏବେ ଆଉ ୪ ରାଜ୍ୟରେ ଆପ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛି ।
ଗୁଜୁରାଟ, ଗୋଆ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମେଣ୍ଟରେ ଲଢ଼ିବା ନେଇ ସୂଚନା ମିଳିଛି । ଏହାସହ ପଞ୍ଜାବରେ ଉଭୟ ଦଳ ନିଜର ସହମତି ଅନ୍ୟ ନିର୍ବାଚନ ମଧ୍ୟ ଲଢ଼ିପାରିବେ ।