ଅନ୍ତର୍ଜାତୀୟଜାତୀୟରାଜନୀତି

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଂଘେ । ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫାରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିଲେ ରାନିଲ । ଆଜି ଶ୍ରୀଲଙ୍କା ସଂସଦରେ ଅନୁଷ୍ଠିତ ହୋଇଥିବା ଭୋଟରେ ବିକ୍ରମସିଂଘେଙ୍କୁ ସର୍ବାଧିକ ୧୩୪ ସାଂସଦ ଭୋଟ୍ ଦେଇଥିଲେ । ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ପରୋକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com