ମନୋରଞ୍ଜନ

ବଚ୍ଚନ ପରିବାର ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବା ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ପଡିଛି

ବଚ୍ଚନ ପରିବାର ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବା ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ପଡିଛି। ରାହୁଲଙ୍କ ଉପରେ ବର୍ଷିଲେ ବଲିଉଡର ଜଣାଶୁଣା ସିଙ୍ଗର ସୋନା ମହାପାତ୍ର।

କଡା ଭାଷାରେ ତାଙ୍କୁ କରିଛନ୍ତି ଟାର୍ଗେଟ୍‌। ପ୍ରକୃତରେ ଜାନୁଆରୀ ୨୨ ତାରିଖ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ମୋଦିଙ୍କ ସମେତ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ସେ ଇଙ୍ଗିତ କରି କହିଥିଲେ।

Related Articles

Back to top button