Breaking NewsFeaturedଓଡ଼ିଶା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ବହୁତ ଲୋକ ଆସନ୍ତି। ମଞ୍ଚରେ ବଡ ବଡ଼ ଭାଷଣ ଦିଅନ୍ତି। ଭାଷଣ ଦେଇ ଚାଲିଯାଆନ୍ତି। ଏହା ହୋଇଯିବ, ତାହା ହୋଇଯିବ କହିଥାନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଭଦ୍ରକ ଭଣ୍ଡାରିପୋଖରୀ ଗସ୍ତରେ ଯାଇ ଆଖୁଆପଦାରେ ଆୟୋଜିତ ସାଧାରଣ ସଭାରେ କହିଛନ୍ତି- ଏସଏଚଜିର ଋଣ ସୀମା ବଢିବା ନେଇ ଖୁବ ଶୀଘ୍ର ଆସିବ ଖୁସି ଖବର।

Related Articles

Back to top button
WP Twitter Auto Publish Powered By : XYZScripts.com