Breaking NewsFeaturedରାଜନୀତି

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇଛି ପ୍ରଶାସନ

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇଛି ପ୍ରଶାସନ । ଏବେ ଭଙ୍ଗା କାଠ ଡଙ୍ଗା ନୁହେଁ ଉନ୍ନତ ମାନର ଫାଇବର ଡ଼ଙ୍ଗାରେ ଯାଇ ମାଛ ଧରିବେ ମତ୍ସ୍ୟଜୀବୀ ।

ଏହି ଡଙ୍ଗା ଦ୍ୱାରା ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଭାବେ ନଦୀକୁ ଯାଇ ମାଛ ଧରିପାରିବେ । ଅନେକ ସମୟରେ ଜଳଭଣ୍ଡାରରେ ଘଟୁଥିବା ଅଘଟଣରୁ ମତ୍ସ୍ୟଜୀବୀଙ୍କୁ ମୁକ୍ତି ମିଳିବ । ଯାହକୁ ନେଇ ଖୁସି ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ ।

Related Articles

Back to top button
WP Twitter Auto Publish Powered By : XYZScripts.com