ଅନ୍ତର୍ଜାତୀୟ

ପାକିସ୍ତାନ ଲାହୋର ଅଞ୍ଚଳର ଜଣେ ମହିଳା ଆରବିକ୍‌ ଲେଟର ପ୍ରିଣ୍ଟ ଥିବା ଏକ କୁର୍ତା ପିନ୍ଧି ସ୍ୱାମୀ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ

ପାକିସ୍ତାନ ଲାହୋର ଅଞ୍ଚଳର ଜଣେ ମହିଳା ଆରବିକ୍‌ ଲେଟର ପ୍ରିଣ୍ଟ ଥିବା ଏକ କୁର୍ତା ପିନ୍ଧି ସ୍ୱାମୀ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କର କୁର୍ତାକୁ ଦେଖି ରାଗି ଯାଇଥିଲେ ଲୋକେ।

ଏହାପରେ ଶତାଧିକ ଲୋକେ ତାଙ୍କୁ ଘେରି ଯାଇଥିଲେ। ସେ ପିନ୍ଧିଥିବା ପୋଷାକରେ କୋରାନାର ପଦ ଗୁଡିକ ପ୍ରିଣ୍ଟ ଥିବା ନେଇ ଲୋକେ ଭାବିଥିଲେ। ମହିଳା ଜଣ କୋରାନାକୁ ଅପମାନିତ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା।

Related Articles

Back to top button