ଜାତୀୟ

ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇର୍କୋଟଙ୍କ ବଡ଼ ରାୟ ଶୁଣାଇଛନ୍ତି

ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇର୍କୋଟଙ୍କ ବଡ଼ ରାୟ ଶୁଣାଇଛନ୍ତି।ଜ୍ଞାନବାପୀ ମସଜିଦ ପରିସରରେ ଥିବା ବେସମେଣ୍ଟ ତଥା ବ୍ୟାସ ତହଖାନାରେ ହିନ୍ଦୁମାନଙ୍କ ପୂଜାର୍ଚ୍ଚନା ଉପରେ ରୋକ୍ ଲଗାଇବା ନେଇ ମୁସଲିମ ପକ୍ଷର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ବ୍ୟାସ ତହଖାନାରେ ପୂଜା ଜାରି ରହିବ। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଜଣିକିଆ ବେଞ୍ଚ ଏହି ରାୟ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com