ଅନ୍ତର୍ଜାତୀୟ

ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି

ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭, ୨୦୨୩ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ।

ଏହା ପରେ, ଇସ୍ରାଏଲ ଦୃଢ ପ୍ରତିଶୋଧ ଏବଂ ଆପୋଷ ବୁଝାମଣା କରି ଏହାର କିଛି ଲୋକଙ୍କୁ ମୁକ୍ତ କଲା। ବର୍ତ୍ତମାନ ପୁଣି ଥରେ ଯୁଦ୍ଧ ଅଳ୍ପ ସମୟ ପାଇଁ ବନ୍ଦ ହୋଇପାରେ। ଆସନ୍ତା ସୋମବାର ସୁଦ୍ଧା ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ବନ୍ଦ ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶା ପ୍ରକଟ କରିଛନ୍ତି।

Related Articles

Back to top button