ଓଡ଼ିଶା

ରାଜ୍ୟର ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲଗୁଡ଼ିକରେ ଆଉ କାଠ ଚୂଲି ବ୍ୟବହାର ହେବ ନାହିଁ

ରାଜ୍ୟର ସମସ୍ତ ଆବାସିକ ବିଦ୍ୟାଳୟ ତଥା ହଷ୍ଟେଲଗୁଡ଼ିକରେ ଆଉ କାଠ ଚୂଲି ବ୍ୟବହାର ହେବ ନାହିଁ। କାଠ ବଦଳରେ ଏଲ୍‌ପିଜି ସଂଯୋଗ କରାଯିବ।

ବିଭାଗ ଦ୍ୱାରା ପରିଚାଳିତ ୧୭୩୬ଟି ଆବାସିକ ବିଦ୍ୟାଳୟ ଏବଂ ଅନ୍ୱେଷା ଓ ଆକାଂକ୍ଷା କାର୍ଯ୍ୟକ୍ରମ ଅଧିନରେ ପରିଚାଳିତ ପ୍ରାୟ ୬୦୦୦ ହଷ୍ଟେଲରେ ଥିବା ରୋଷେଇ ଘରେ ଏଲ୍‌ପିଜି ସିଲିଣ୍ଡର ଜରିଆରେ ଖାଦ୍ୟ ପ୍ରସ୍ତୁତ କରାଯିବ। ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଶାସନ ସଚିବ ରୂପା ରୋଶନ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com