ଜାତୀୟ

ଭାରତର ପ୍ରଧାନମନ୍ତ୍ରୀ ମୋଦି ମାସକୁ ୧ଲକ୍ଷ ୬୦ହଜାର ଟଙ୍କା ଦରମା ପାଆନ୍ତି

ଭାରତର ପ୍ରଧାନମନ୍ତ୍ରୀ ମୋଦି ମାସକୁ ୧ଲକ୍ଷ ୬୦ହଜାର ଟଙ୍କା ଦରମା ପାଆନ୍ତି। ଯାହା ବାର୍ଷିକ ୧୯,୨୦,୦୦୦ ଟଙ୍କା ଅଟେ। କେବଳ ଏତିକି ନୁହେଁ ଏସବୁ ବ୍ୟତୀତ ତାଙ୍କୁ ଅନ୍ୟାନ୍ୟ ଭତ୍ତା ଓ ସରକାରୀ ସୁବିଧା ମିଳିଥାଏ।

୨୦୨୨ରେ PMO Office ଦ୍ୱାରା ମୋଦିଙ୍କ ଚଳ ଓ ଅଚଳ ସମ୍ପତ୍ତିର ସୂଚନା ଜାରି କରାଯାଇଛି।ମୋଦିଙ୍କ ପାଖରେ ମୋଟ ୨.୨୩କୋଟି ସମ୍ପତ୍ତି ରହିଛି। ବିଏଓ ଓ୍ବେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋଦିଙ୍କ ଏହି ୨.୨୩କୋଟି ଟଙ୍କା ଅଧିକାଂଶ ବ୍ୟାଙ୍କରେ ଜମା ରାଶି ଭାବରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com