Featuredଜାତୀୟ

ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନ୍ୟାୟମୂର୍ତ୍ତି

ନ୍ୟାୟ ପାଇବାକୁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବିଚାରପତି । ପାଟଣା ହାଇକୋର୍ଟର ୭ଜଣ ବିଚାରପତି ରାଜ୍ୟ ସରକାରଙ୍କ ବିରୋଧରେ ନ୍ୟାୟ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି, ଯାହାର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ ।

ବିହାରର ଆକାଉଣ୍ଟ ଜେନେରାଲ ଏହି ୭ ବିଚାରପତିଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ୍ ବନ୍ଦ କରିଦେଇଛନ୍ତି । ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ମତାମତ ଅନୁସାରେ, ଏପରି ପଦକ୍ଷେପ ନିଆଯାଇଛି । ଫଳରେ ସେମାନେ ଏହା ବିରୋଧରେ ନ୍ୟାୟ ପାଇବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com