ଜାତୀୟ

ସଶସ୍ତ୍ର ବଳର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର

ସଶସ୍ତ୍ର ବଳର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହା ମଧ୍ୟରେ କେନ୍ଦ୍ର ସରକାର ମୋଟ ୩୯,୧୨୫ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରମୁଖ ରକ୍ଷା ଅଧିଗ୍ରହଣ କଣ୍ଟ୍ରାକ୍ଟକୁ ଅନୁମତି ମିଳିସାରିଛି ।

ଏହି ତାଲିକାରେ ମିଗ୍-୨୯ ଜେଟ୍ ପାଇଁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ, ରଡାର, ୱିପନ୍ ସିଷ୍ଟମ ଏବଂ ଏୟାରୋ ଇଞ୍ଜିନ୍ ଇତ୍ୟାଦି ଆମଦାନୀ କରିବେ ସରକାର । ପୂର୍ବ ଲଦାଖରେ ଚୀନ ସହ ସୀମା ବିବାଦ ମଧ୍ୟରେ ଭାରତର ମେଗା ଡିଲ୍ ପରିଯୋଜନାକୁ ମଜବୁତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com