ମନୋରଞ୍ଜନ

ବଲିଉଡରେ ଦକ୍ଷିଣ ଚଳଚ୍ଚିତ୍ରର ରିମେକ୍ ଓ ବଲିଉଡ ଏବଂ ସାଉଥରେ ହଲିଉଡ ଚଳଚ୍ଚିତ୍ରର ରିମେକ୍ ହେଉଥିବା ଆପଣ ନିଶ୍ଚୟ ଦେଖିଥିବେ

ବଲିଉଡରେ ଦକ୍ଷିଣ ଚଳଚ୍ଚିତ୍ରର ରିମେକ୍ ଓ ବଲିଉଡ ଏବଂ ସାଉଥରେ ହଲିଉଡ ଚଳଚ୍ଚିତ୍ରର ରିମେକ୍ ହେଉଥିବା ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ଏବେ ଏହାର ଠିକ୍ ଓଲଟା ଘଟିଛି।

ଏବେ ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରି ନୁହେଁ, ବରଂ ହଲିଉଡ ଭାରତୀୟ ଫିଲ୍ମର ରିମେକ୍ କରିବାକୁ ଯାଉଛି। ସାଉଥର ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ’ର ବଲିଉଡ ରିମେକ୍ ହୋଇସାରିଥିବା ବେଳେ ଏବେ ଏହାର ହଲିଉଡ ରିମେକ୍ ହେବ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com