ଅନ୍ତର୍ଜାତୀୟ

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଚାଟ୍‌ଜିପିଟି ନିର୍ମାତା ଓପନ୍‌ଏଆଇ ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ସାମ୍‌ ଅଲ୍ଟମ୍ୟାନ୍‌ଙ୍କୁ ଚୁକ୍ତି ଖିଲାପି ଅଭିଯୋଗରେ କୋର୍ଟର କାଠଗଡ଼ାକୁ ଟାଣିଛନ୍ତି

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଚାଟ୍‌ଜିପିଟି ନିର୍ମାତା ଓପନ୍‌ଏଆଇ ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ସାମ୍‌ ଅଲ୍ଟମ୍ୟାନ୍‌ଙ୍କୁ ଚୁକ୍ତି ଖିଲାପି ଅଭିଯୋଗରେ କୋର୍ଟର କାଠଗଡ଼ାକୁ ଟାଣିଛନ୍ତି।

ବ୍ୟବସାୟିକ ଲାଭ ପରିବର୍ତ୍ତେ ମାନବ ଜାତିର ସୁବିଧା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିକଶିତ କରିବା ଓପନ୍‌ଏଆଇ କମ୍ପାନୀର ମୂଳ ମିଶନ ଥିଲା। ଏଥିସକାଶେ ଅଲ୍ଟମ୍ୟାନ୍‌ ଏବଂ ଓପନ୍‌ଏଆଇ ସହ ପ୍ରତିଷ୍ଠାତା ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ମସ୍କଙ୍କ ସହ ପୂର୍ବରୁ ଯୋଗାଯୋଗ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com