ଓଡ଼ିଶା

ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ବାଙ୍କେଶ୍ବରୀ ଘାଟିରେ ଅଳ୍ପକେ ବର୍ତ୍ତି ଯାଇଛି ୫୦ ଜଣଙ୍କ ଜୀବନ

ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ବାଙ୍କେଶ୍ବରୀ ଘାଟିରେ ଅଳ୍ପକେ ବର୍ତ୍ତି ଯାଇଛି ୫୦ ଜଣଙ୍କ ଜୀବନ। ମା’ଙ୍କ ପୀଠରୁ ମୁଣ୍ଡନ କାର୍ଯ୍ୟା ଶେଷକରି ଏକ ପିକ୍‌ଅପ୍‌ରେ ଫେରୁଥିବା ବେଳେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି।

ଏଥିରେ ୧୦ ଗୁରୁତର ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଘର ପାତ୍ରପୁର ବ୍ଲକ୍ ଏସ୍.ତୁରୁବୁଡ଼ି ଗ୍ରାମରେ।

Related Articles

Back to top button
WP Twitter Auto Publish Powered By : XYZScripts.com