ରାଜନୀତି
କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶା ନାହିଁ

କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶା ନାହିଁ। ପୂର୍ବ ଥର ଭଳି ଏଥର ମଧ୍ୟ ଓଡ଼ିଶାରୁ କାହାକୁ ବି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।
ଏହି ତାଲିକାରେ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆସାମରୁ ୧୨, ମଧ୍ୟପ୍ରଦେଶ-ରାଜସ୍ଥାନରୁ ୧୦, ଗୁଜରାଟରୁ ୭, ଉତ୍ତରାଖଣ୍ଡରୁ ୩, ଦାମନ ଡିୟୁରୁ ୧ ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି।