ରାଜନୀତି

୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି

୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ପରିବର୍ତ୍ତନ ପତ୍ର ନାଁରେ ଏହି ନିର୍ବାଚନ ଇସ୍ତାହାର ଆଣିଛି ଆରଜେଡି ।

ଆରଜେଡିର ଘୋଷଣାପତ୍ରରେ ମୁଖ୍ୟତଃ ୨୪ଟି ବଡ ପ୍ରତିଶ୍ରୁତି ଦିଆଯାଇଛି । ଦେଶରେ ଯୁବବର୍ଗଙ୍କୁ ୧ କୋଟି ରୋଜଗାର ଦିଆଯିବ । ୧୫ ଅଗଷ୍ଟରେ ଦେଶରୁ ବେରୋଜଗାର ହଟିବ ଏବଂ ୧୫ ଅଗଷ୍ଟରୁ ହିଁ ଦେଶରେ ସରକାରୀ ନିଯୁକ୍ତି ଦେବା କାମ ଆରମ୍ଭ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com