ଓଡ଼ିଶା

ଜୀବନରକ୍ଷା ଦିଗରେ ବୋଟ୍‌‌ ଆମ୍ବୁଲାନ୍ସ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଲାଗି ବରଦାନ ପାଲଟିଛି

ଜୀବନରକ୍ଷା ଦିଗରେ ବୋଟ୍‌‌ ଆମ୍ବୁଲାନ୍ସ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଲାଗି ବରଦାନ ପାଲଟିଛି। ନଦୀକୂଳିଆ ଓ ପାଣିଘେର ଗାଁରେ ରହୁଥିବା ଲୋକଙ୍କୁ ନଦୀ ପାର୍‌ କରାଇ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇବା କ୍ଷେତ୍ରରେ ଏହା ନୂଆ ଦିଗନ୍ତ ଦେଖାଇଛି।

ରାଜ୍ୟର ୪ ଜିଲ୍ଲାରେ ଚାଲିଥିବା ଏହି ୬ଟି ବୋଟ୍‌‌ ଆମ୍ବୁଲାନ୍ସ ସେବା ପାଇଁ ରାଜ୍ୟ ସରକାରଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com