ଅନ୍ତର୍ଜାତୀୟ

ଚଳିତ ବର୍ଷ ନଭେମ୍ବର ୫ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି

ଚଳିତ ବର୍ଷ ନଭେମ୍ବର ୫ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ୟୁକ୍ରେନ ପକ୍ଷ ରଖିଛି। ସମର୍ଥନ କରିଛନ୍ତ। ଆମେରିକା ରୁଷିଆ ବିରୋଧରେ ୟୁକ୍ରେନକୁ ଅର୍ଥନୈତିକ ଏବଂ ସାମରିକ ସହାୟତା ମଧ୍ୟ ଦେଇଥିଲା।

Related Articles

Back to top button