ଓଡ଼ିଶା

ଘରୋଇ କଳହରୁ ଜଣେ ବ୍ୟକ୍ତି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି

ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଘରୋଇ କଳହରୁ ଜଣେ ବ୍ୟକ୍ତି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାର ସାଲିଆ ସାହି ଅଂଚଳରେ ଏହି ଘଟଣା ଘଟିଛି, ଯାହା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତେବେ ସବୁଠୁ ବଡ କଥା ହେଉଛି ଗୋଲକ ଜେନା ନାମକ ଜଣେ ବ୍ୟକ୍ତି ଜଣକ ସ୍ତ୍ରୀକୁ କରିବା ପରେ ତାର ମୃତଦେହ ସହିତ ତିନି ଦିନ ବିତାଇଛନ୍ତି।

Related Articles

Back to top button