ଓଡ଼ିଶା

୧୯ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ

ତାତିରେ ଲାଗିଲା ବ୍ରେକ୍, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ। ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ପରିବର୍ତ୍ତନ ହେବନି। ୧୬, ୧୭, ୧୮ ଏବଂ ୧୯ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ।

୨୨ ତାରିଖରୁ ରାଜ୍ୟରେ ବଦଳିବ ପାଗ, ବଢିବ ଗ୍ରୀଷ୍ମପ୍ରବାହ। ମାର୍ଚ୍ଚ ୨୨ରୁ ୨୮ ଯାଏଁ ପ୍ରବଳ ତାତି ଅନୁଭୂତ ହେବ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ଅସମ୍ଭାଳ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com