Featuredଓଡ଼ିଶାଶିକ୍ଷା

ଡିସେମ୍ବର ୯ରୁ ମାଟ୍ରିକ ସମେଟିଭ-୧ ମୂଲ୍ୟାୟନ

କଟକ: ମାଟ୍ରିକ ସମେଟିଭ-୧ ପରୀକ୍ଷା ଶେଷ ହୋଇସାରିଛି । ଏହାର ମୂଲ୍ୟାୟନ ଡ଼ିସେମ୍ବର ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ମୋଟ ୫୬ଟି କେନ୍ଦ୍ରରେ ଦେଖାଯିବ ଏହି ଖାତା । ଏନେଇ ୧୨ ହଜାର ୪୫୦ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦେଖା ଯିବ ଖାତା । ମୋଟ ୧୦ ଦିନ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com