ଜାତୀୟରାଜନୀତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା। ଇଡିର ଅଭିଯୋଗକ୍ରମେ ଏସିଏମ୍‌ଏମ୍‌ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ରାଉସ୍‌ ଆଭେନ୍ୟୁ କୋର୍ଟ ମନା କରିଦେଇଛନ୍ତି।

ଏବେ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୧୬ରେ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍‌ ଦିବ୍ୟା ମଲହୋତ୍ରାଙ୍କ କୋର୍ଟରେ ହାଜର ହେବାକୁ ପଡ଼ିବ।

Related Articles

Back to top button
WP Twitter Auto Publish Powered By : XYZScripts.com