ଅନ୍ତର୍ଜାତୀୟ

ଇସ୍ରାଏଲ-ହମାସ ଯୁଦ୍ଧ ମାସ ମାସ ହେବ ଲାଗି ରହିଛି ଏବଂ ଗାଜାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି

ଇସ୍ରାଏଲ-ହମାସ ଯୁଦ୍ଧ ମାସ ମାସ ହେବ ଲାଗି ରହିଛି ଏବଂ ଗାଜାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଶିଶୁଙ୍କ ସମେତ ସାଧାରଣ ନାଗରିକମାନେ ଗୁଳି ବିନିମୟର ଶିକାର ହେଉଛନ୍ତି।

ସହାୟତା ଭାବରେ ଗାଜାକୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରାଯାଉଛି। ଏହି ସମୟରେ, ଇସ୍ରାଏଲର ଗୁଳିରେ ଖାଦ୍ୟ ସହାୟତାକୁ ଅପେକ୍ଷା କରିଥିବା ପ୍ରାୟ ୨୦ ଜଣଙ୍କର ମତ୍ୟୁ ଘଟିଥିବା ବେଳେ ୧୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com