Breaking Newsଜାତୀୟ

ଭାରତ ମହାସାଗରରେ ଦମ ଦେଖାଇଲା ଭାରତର ନୌସେନା

ଭାରତ ମହାସାଗରରେ ଦମ ଦେଖାଇଲା ଭାରତର ନୌସେନା । ୪୦ ଘଣ୍ଟାର ଅପରେସନ ପରେ ସୋମାଲିଆ ଜଳଦସ୍ଯୁଙ୍କ କବଳରୁ ୧୭ ଯାତ୍ରୀଙ୍କୁ ମୁକୁଳାଇଲେ ଭାରତୀୟ ବରୀ ଯବାନ ।

ଗତ ଡିସେମ୍ବର ୧୪ ତାରିଖରେ ଭାରତ ମହାସାଗରରେ କାର୍ଗୋ ଭେସେଲ ରୁଏନକୁ ସୋମାଲିଆ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com