ଜାତୀୟ

ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ କ୍ରିଏଟର ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ କେତେ ରୋଜଗାର କରିଥାନ୍ତି

ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ କ୍ରିଏଟର ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ କେତେ ରୋଜଗାର କରିଥାନ୍ତି । ଏବେ ଆସିଥିବା କିଛି ରିପୋର୍ଟରେ ଏହାର ଏକ ହାରାହାରି ତଥ୍ୟ ସାମ୍ନାକୁ ଆସିଛି ।

ଏ ବିଷୟରେ ଇନଫ୍ଲୁଏନ୍ସର ମାର୍କେଟିଂ ଫାର୍ମ Kofluence ଏକ ରିପୋର୍ଟ ଜାରି କରିଛି । ଫାର୍ମ କହିଛି ଭାରତରେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର୍ସ ମାସକୁ ୨୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com