ରାଜନୀତି

ଝାଡଖଣ୍ଡ ଚାଇବାସା ସ୍ଥିତ ଏମ୍‌ପି ଏମ୍‌ଏଲଏ ସ୍ପେସିଆଲ କୋର୍ଟ କଂଗ୍ରେସର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ ମାର୍ଚ୍ଚ ୨୦୨୪ରେ ସଶରୀରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି

ଝାଡଖଣ୍ଡ ଚାଇବାସା ସ୍ଥିତ ଏମ୍‌ପି ଏମ୍‌ଏଲଏ ସ୍ପେସିଆଲ କୋର୍ଟ କଂଗ୍ରେସର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ ମାର୍ଚ୍ଚ ୨୦୨୪ରେ ସଶରୀରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ତେବେ ଏହି ମାମଲା ୨୦୧୮ର ଅଟେ । ଏହି ସମୟରେ ରାହୁଲ ଗାନ୍ଧୀ ବିଜେପିକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ଯାହାକୁ ନେଇ ଚାଇବସାରେ ବିଜେପି ନେତା ପ୍ରତାପ କଟିଆର ଚାଇବସା କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com