ଓଡ଼ିଶା

ଓଡ଼ିଶାରେ ବାହାରିଲା ଚାକିରି

ଓଡ଼ିଶାରେ ବାହାରିଲା ଚାକିରି । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୦୬୧ଟି ପିଜିଟି ଚାକିରି ବାହାର କରିଛନ୍ତି ରାଜ୍ୟ ସରକାର । ଏନେଇ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ସାରିଛି । ଆସନ୍ତା ଏପ୍ରିଲ ୧୮ ତାରିଖ ହେଉଛି ଆବେଦନର ଶେଷ ତାରିଖ ।

ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ ssbodisha.ac.in. କୁ ଯାଇ ଆବେଦନ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com