ମନୋରଞ୍ଜନ

ଶେଫାଲୀ ଓ ତାଙ୍କ ସ୍ବାମୀ ସର୍ବସାଧାରଣ ସ୍ଥାନରେ ପରସ୍ପରଙ୍କ ଓଠରେ ଚୁମ୍ବନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି

ଶେଫାଲୀ ଓ ତାଙ୍କ ସ୍ବାମୀ ସର୍ବସାଧାରଣ ସ୍ଥାନରେ ପରସ୍ପରଙ୍କ ଓଠରେ ଚୁମ୍ବନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ‌ଭିଡିଓରେ ଦେଖିବାକୁ ମିଳିଛି ଯେ, ଶେଫାଲୀଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କୁ ବିମାନବନ୍ଦରକୁ ଛାଡ଼ିବାକୁ ଆସିଛନ୍ତି।

ପତ୍ନୀଙ୍କୁ ଛାଡ଼ିଯିବା ପୂର୍ବରୁ ପ୍ରଥମେ ପରାଗ ତାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ତା’ପରେ ଶେଫାଲୀ ବି ସ୍ବାମୀଙ୍କୁ ସହଯୋଗ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com