ମନୋରଞ୍ଜନ

ପୁଣି ବି-ଟାଉନରେ ବାଜିବ ଶାହାନାଇ।

ପୁଣି ବି-ଟାଉନରେ ବାଜିବ ଶାହାନାଇ। ହତକୁ ଦି ହାତ ହେବାକୁ ଯାଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଯୋଡି। ଅଭିନେତ୍ରୀ ରାକୁଲ ପ୍ରିତ ସାଜିବେ ବଧୂ। ଅଭିନେତା ତଥା ପ୍ରଡ୍ୟୁସର ଜ୍ୟାକି ଭଗନାନୀଙ୍କ ଧରିବେ ହାତ।

ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରସୋର୍‌ରେ ପ୍ରସ୍ତୁତି। ଅଖଣ୍ଡ ପାଠ ପରେ ଜ୍ୟାକି ଓ ରାକୁଲଙ୍କ ଆରମ୍ଭ ହୋଇଛି ବିବାହ ପ୍ରସ୍ତୁତି। ଗୋଆରେ ଆସନ୍ତା ୨୧ ତାରିଖରେ ଉଭୟଙ୍କ ହେବ ଗ୍ରାଣ୍ଡ ଓ୍ୱେଣ୍ଡିଂ। ହିନ୍ଦୁ ରୀତିନୀତି ଅନୁସାରେ ପଡିବ ହାତଗଣ୍ଠି।

Related Articles

Back to top button
WP Twitter Auto Publish Powered By : XYZScripts.com