ମନୋରଞ୍ଜନ

ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୯୦ ଦଶକର ବଲିଉଡର ଚୁଲବୁଲି ଅଭିନେତ୍ରୀ ଆୟଶା ଜୁଲକା

ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୯୦ ଦଶକର ବଲିଉଡର ଚୁଲବୁଲି ଅଭିନେତ୍ରୀ ଆୟଶା ଜୁଲକା। ନିଜ ପୋଷା କୁକୁରକୁ ହତ୍ୟା ଘଟଣାକୁ ୪ ବର୍ଷ ପୂରି ସାରିଥିବା ବେଳେ ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରୁ ନ ଥିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆୟଶା ଜୁଲକା।

ଏହି ହତ୍ୟା ମାମଲାରେ ଆୟଶାଙ୍କ କେୟାର ଟେକର ବନ୍ଧା ହୋଇଥିବା ବେଳେ ୨ ଦିନ ପରେ ଜାମିନରେ ମୁକୁଳି ଆସିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com