ଓଡ଼ିଶା

ଜଗା ଦର୍ଶନକୁ ସହଜ ଓ ସରଳ କରିବା ପାଇଁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଏସି ବ୍ୟାରିକେଡ ବା ଏସି ଟନେଲ ବ୍ୟାରିକେଡ କରାଗଲା

ଜଗା ଦର୍ଶନକୁ ସହଜ ଓ ସରଳ କରିବା ପାଇଁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଏସି ବ୍ୟାରିକେଡ ବା ଏସି ଟନେଲ ବ୍ୟାରିକେଡ କରାଗଲା । ହେଲେ ଏହି ବ୍ୟାରିକେଡ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲିଟିଛି।

ଦୁଇ ମାସରେ ଏସି ଟନେଲ୍ ବିଦ୍ୟୁତ୍ ବିଲ୍ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ଆସିଛି । କେଉଁଠୁ ଏହି ବିଲ ପୈଠ ହେବ, ତେଣୁ ସୋଲାର ସିଷ୍ଟମ କରିବା ନିହାତି ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com