ଓଡ଼ିଶା

ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏବେ ଓଡ଼ିଶା ନୁହେଁ ସାରା ଦେଶରେ ନମ୍ବର ୱାନ୍ ସ୍ଥାନ ହାସଲ କରିଛି

ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏବେ ଓଡ଼ିଶା ନୁହେଁ ସାରା ଦେଶରେ ନମ୍ବର ୱାନ୍ ସ୍ଥାନ ହାସଲ କରିଛି । ଚିକିତ୍ସା କ୍ଷେତ୍ରରେ ବଡ଼ ବଡ଼ ଡାକ୍ତରଖାନାକୁ ପଛରେ ପକାଇ ଶୀର୍ଷ ସ୍ଥାନ କବଜା କରିଛି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ।

ଓଡ଼ିଶାର ୧ ନମ୍ବର ଡାକ୍ତରଖାନା ଭାବରେ ଏହାକୁ ସାରା ଦେଶରେ ସମ୍ମାନିତ କରାଯାଇଛି । ଚିିକିତ୍ସା କ୍ଷେତ୍ରରେ ଉନ୍ନତ ମାନ ସେବା ଯୋଗାଇ ଏନକ୍ୱାସ(ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ତରଫରୁ କ୍ୱାଲିଟି ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com