ମନୋରଞ୍ଜନ

ଅନେକ ଦିନପରେ ଭାରତ ଫେରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଝିଅ ମାଳତୀ ମେରୀ ଚୋପ୍ରାଙ୍କ ସହିତ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ।

ଅନେକ ଦିନପରେ ଭାରତ ଫେରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଝିଅ ମାଳତୀ ମେରୀ ଚୋପ୍ରାଙ୍କ ସହିତ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିଥିଲେ।

ପରିବାର ସହିତ ପ୍ରିୟଙ୍କା ରାମଲଲ୍ଲାଙ୍କ ଦର୍ଶନ କରିବା ସମୟର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ହୋଇଛି। ଏଥିରେ ମନ୍ଦିରର ପୂଜକମାନେ ପ୍ରିୟଙ୍କାଙ୍କ କାନ୍ଧରେ ଉତ୍ତରୀୟ ପକାଇ ଚନ୍ଦନ ଲଗାଉଥିବା ଦେଖିବାକୁ ମିଳୁଛି।

Related Articles

Back to top button