ଓଡ଼ିଶା

ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’

ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’ । ଭାରତୀୟ ନୌସେନା, ତଟରକ୍ଷା ବାହିନୀ ଏବଂ ସାମୁଦ୍ରିକ ପୋଲିସ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି ।

ଏହାବ୍ୟତୀତ ଜଙ୍ଗଲ ବିଭାଗ, ଓଡ୍ରାଫ ଟିମ ଏବଂ ଅନ୍ୟାନ୍ୟ ୧୮ଟି ସଂସ୍ଥା ସମରାଭ୍ୟାସରେ ସାମିଲ ହୋଇ ବିଭିନ୍ନ ପରିସ୍ତିତି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆତଙ୍କବାଦ ସଂଗଠନ ଏବଂ ଆତଙ୍କୀଙ୍କୁ ମାତ୍ ଦେବାକୁ ସୁରକ୍ଷାକର୍ମୀ ନିଜକୁ ଆହୁରି ଶକ୍ତିଶାଳୀ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com